ବମ୍ବେ: ରିଲିଜ୍ ପରଠାରୁ ଦର୍ଶକଙ୍କ ମନ ଜିଣୁଛି ‘ଦ ଫ୍ୟାମିଲି ମ୍ୟାନ୍ ସିଜନ ୨’। ସିରିଜର ପ୍ରତ୍ୟେକଟି ଚରିତ୍ର ସ୍ବତନ୍ତ୍ର ଛାପ ଛାଡ଼ୁଥିବା କୁହାଯାଉଛି। ଏସବୁ ମଧ୍ୟରୁ ଗୋଟିଏ ହେଲା ଚେଲ୍ଲମ ସାର୍ଙ୍କ ଚରିତ୍ର। ସେ ପରଦାରେ ଜଣେ ସିକ୍ରେଟ୍ ଏଜେଣ୍ଟ ଏବଂ ଅସୁବିଧା ସମୟରେ ସହାୟତା କରୁଥିବା ବ୍ୟକ୍ତିଙ୍କ ଭୂମିକାରେ ନଜର ଆସୁଛନ୍ତି।
ଚେଲ୍ଲମ ସାର୍ଙ୍କ ଭୂମିକାର ସ୍କ୍ରିନ୍ ଟାଇମ୍ ୧୫ ମିନିଟ୍ ରହିଥିଲା। ଏହି ଭୂମିକାରେ ନଜର ଆସିଥିଲେ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ଉଦୟ ମହେଶ(ଉଦୟଭାନୁ ମହେଶ୍ୱରନ୍)। ସେ ପାଖାପାଖି ୨୦ ତାମିଲ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହାଛଡ଼ା ସେ ଓ୍ବେବ୍ ସିରିଜ୍ରେ ମଧ୍ୟ ନଜର ଆସିଛନ୍ତି।
ଉଦୟ ନଓ୍ବାଜୁଦ୍ଦିନ ସିଦ୍ଧକୀଙ୍କ ଫିଲ୍ମ ‘ସିରିୟସ ମ୍ୟାନ୍’ରେ କାମ କରିଥିଲେ। ଫିଲ୍ଟଟି ନେଟ୍ଫ୍ଲିକ୍ସରେ ରିଲିଜ ହୋଇଥିଲା। ଏହାଛଡ଼ା ମାଡ୍ରାସ କ୍ୟାଫେ, ୨୦୧୬ରେ ରଜନୀକାନ୍ତଙ୍କ ଫିଲ୍ମ ‘କବାଲି’ରେ ସେ ନଜର ଆସିଥିଲେ। ଆଗାମୀ ଦିନରେ ସେ ତାମିଲ ଥ୍ରିଲର ଫିଲ୍ମ ‘ବାନୁଙ୍ଗମୁଦି’ରେ ନଜର ଆସିବେ। ୨୦୨୨ରେ ଏହା ରିଲିଜ ହେବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.