ବଲିଉଡ୍ ଅଭିନେତା ଆଫତାବ ଶିବଦାସାନିଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ କିଛି କଥା। ହୁଏତ ଆଫତାବ ଚଳଚ୍ଚିତ୍ର କ୍ୟାରିୟର ଫ୍ଲପ୍ ହୋଇଥାଇପାରେ, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଆଫତାବ ୩୮ ବର୍ଷ ବୟସରେ ନିନ୍ ଦୁସାଞ୍ଜଙ୍କୁ ବିବାହ କରିଥିଲେ। ଆଫତାବ ଏବଂ ନିନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯଦିଓ ଆଫତାବ ଏବଂ ନିନ୍ ୨୦୧୪ ମସିହାରେ ବିବାହ କରିଥିଲେ, ମାତ୍ର ସେ ୨୦୧୭ ମସିହାରେ ପରମ୍ପରା ଓ ରାଜକୀୟ ଶୈଳୀରେ ଦ୍ୱିତୀୟ ଥର ନିଜ ସ୍ତ୍ରୀଙ୍କୁ ବିବାହ କରିଥିଲେ।
ସୂଚନାଯୋଗ୍ୟ, ଆଫତାବ ସଂପର୍କରେ କବୀର ବେଦୀଙ୍କ ସଢ଼ୁ। ଯେ ନିନ୍ ନବ କବୀର ବେଦୀଙ୍କ ସ୍ତ୍ରୀ ପରଭେନ ଦୁସାଞ୍ଜଙ୍କ ଭଉଣୀ। ପ୍ରାୟ ଦୁଇ ବର୍ଷ ନିନ୍ ଏବଂ ଆଫତାବ ପରସ୍ପରକୁ ଡେଟ କରିଥିଲେ, ଯାହା ପରେ ଉଭୟ ୨୦୧୪ ମସିହାରେ ବିବାହ କରିଥିଲେ ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.