E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମନୋରଞ୍ଜନ

ଲକ୍‌ଡାଉନରେ ଡ୍ରାଇଭ୍‌ କରି ଫସିଲେ ଦିଶା-ଟାଇଗର
12:10 pmJune 2, 2021

ମୁମ୍ବାଇ: ବି-ଟାଉନର ଲଭ୍‌ବାର୍ଡ ଦିଶା ପଟାନୀ ଓ ଟାଇଗର ଶ୍ରଫ୍‌ଙ୍କୁ ଲକ୍‌ଡାଉନରେ ଘରୁ ବାହାରିବା ମହଙ୍ଗା ପଡ଼ିଛି। ମଙ୍ଗଳବାର ଏହି ଚର୍ଚ୍ଚିତ ଯୋଡ଼ି ଡ୍ରାଇଭ୍‌ରେ ବାହାରିଥିବା ବେଳେ ମୁମ୍ବାଇ ପୋଲିସ ତାଙ୍କୁ ଅଟକାଇଦେଇଥିଲେ। ହେଲେ ପରେ ପୋଲିସ ତାଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବେଶ୍‌ କିଛି ଦିନରୁ ଅଭିନେତା ଟାଇଗର ଓ ଅଭିନେତ୍ରୀ ଦିଶା ପଟାନୀ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ପ୍ରାୟ ସମୟରେ ଦୁହିଁଙ୍କୁ ଏକାଠି ସ୍ପଟ ମଧ୍ୟ କରାଯାଇଛି। ତେବେ ମଙ୍ଗଳବାର ଟାଇଗର ଓ ଦିଶା ନିଜର ଜିମ୍‌ ସାରି ଡ୍ରାଇଭ୍‌ରେ ବାହାରିଥିଲେ। ବାନ୍ଦ୍ରାରେ ଡ୍ରାଇଭ୍‌ କରୁଥିବା ସମୟରେ ପୋଲିସ ତାଙ୍କୁ ଅଟକାଇଦେଇଥିଲା। ଏହି ସମୟରେ ଦିଶା ଗାଡ଼ିର ସମ୍ମୁଖ ସିଟ୍‌ରେ ବସିଥିବା ବେଳେ ଟାଇଗର ପଛ ସିଟ୍‌ରେ ବସିଥିଲେ। ପୋଲିସ ସେମାନଙ୍କର ଆଧାରକାର୍ଡ, ଲାଇସେନ୍ସ ଓ ଗାଡ଼ିର ଅନ୍ୟ କାଗଜପତ୍ର ଯାଞ୍ଚ କରିବା ପରେ ଛାଡ଼ିଦେଇଥିବା ସୂଚନା ରହିଛି।


[mc4wp_form id="252536"] All Right Reserved By Dharitri.Com

Posted inମନୋରଞ୍ଜନ View All

ଏକଦା ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁସି ଖବର ଶୁଣାଇଛନ୍ତି ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହୋଇଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ ରହୁଛନ୍ତି। ନିଜେ...

ଆଖିବୁଜିଲେ ଜାତୀୟ ପୁରସ୍କାର ବିଜେତା ଏହି ଅଭିନେତା

ଜାତୀୟ ପୁରସ୍କାର ବିଜେତା କନ୍ନଡ ଅଭିନେତା ସଞ୍ଚାରୀ ବିଜୟ ସୋମବାର ପରଲୋକ ଘଟିଛି। ଶନିବାର ରାତିରେ ବେଙ୍ଗାଲୁରୁ ନିକଟରେ ବିଜୟଙ୍କର ଗାଡି ଦୁର୍ଘଟଣା ଘଟିଥିଲା। ଏଥିରେତାଙ୍କ...

ପାକିସ୍ତାନୀ ଗାୟକ ଫର୍‌ହାଦ୍‌ଙ୍କ ପରଲୋକ

ଇସ୍‌ଲାମାବାଦ: ପାକିସ୍ତାନୀ ଗାୟକ ଫର୍‌ହାଦ୍‌ ହୁମାୟନ୍‌ଙ୍କ ପରଲୋକ ହୋଇଛି। ତାଙ୍କୁ ୪୨ ବର୍ଷ ହୋଇଥିଲା। ଗାୟକ ଅତିଫ୍‌ ଅସ୍‌ଲାମ, ଅଭିନେତା ଅଲି ଜାଫର୍‌, ଅର୍ଜୁନ ମାଥୁରଙ୍କ...

ଦର୍ଶକଙ୍କ ମନ ଜିଣୁଛି ଏହି ଅଭିନେତ୍ରୀଙ୍କ ଶାଢ଼ି ଲୁକ୍‌

ମୁମ୍ବାଇ: ସୋସିଆଲ ମିଡିଆରେ ହରିୟାଣା ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀ ଖୁବ୍‌ ଆକ୍ଟିଭ। ସେ ନିଜର ହଟ୍‌ ଲୁକ୍‌ ଏବଂ ସୌନ୍ଦର୍ଯ୍ୟ ପାଇଁ ଅଧିକାଂଶ...

କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି।...

କଥା ରଖିଲେ ସଲମାନ, ୨୫୦୦୦ ସିନେ କଳାକାରଙ୍କ ଆକାଉଣ୍ଟକୁ ପଠାଇଲେ ଟଙ୍କା

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ ସିନେ କଳାକାରଙ୍କୁ ଦେଇଥିବା କଥା ରଖିଛନ୍ତି। ସଲମାନ ୨୫୦୦୦ ସିନେ କଳାକାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୫୦୦ ଟଙ୍କା ଲେଖାଏ...

ସତ୍ୟନାରାୟଣ କି କଥାରେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ କିଛି ଦିନ ପୂର୍ବରୁ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ନିକଟରେ କାର୍ତ୍ତିକଙ୍କୁ ଫିଲ୍ମ ଦୋସ୍ତାନା-୨ରୁ ବାହାର କରାଯିବା ଖବର ଲାଇମ୍‌ଲାଇଟ୍‌ରେ...

ଶାହରୁଖ ଦେଇଥିବା ୩୦୦ ଟଙ୍କାକୁ ୮ ବର୍ଷ ହେଲା ପାଖରେ ରଖିଛନ୍ତି ଅଭିନେତ୍ରୀ

ନୂଆଦିଲ୍ଲୀ,୧୭।୬: ୨୦୧୩ରେ ରିଲିଜ ହୋଇଥିଲା ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’। ଏହି ବ୍ଲକବଷ୍ଟର ଫିଲ୍ମର ଆଇଟମ ସଙ୍ଗ୍‌ର ଶୁଟିଂବେଳେ ଶାହାରୁଖଙ୍କୁ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବୋଲ୍ଡ ସିନ୍‌ ପୂର୍ବରୁ ଅଭିନେତ୍ରୀ-ଅଭିନେତା ପରସ୍ପରକୁ ପଚାରୁଥିଲେ ଏମିତି ପ୍ରଶ୍ନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
Next Post Next post:
ଅନୈତିକ ସମ୍ପର୍କ ରଖିଥିବା ମହିଳା ବି ହୋଇ ପାରିବେ ଜଣେ ଭଲ ମା’: ହାଇକୋର୍ଟ…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts