ବମ୍ବେ: ପ୍ରେମ ଯେତିକି ସୁନ୍ଦର, ପ୍ରତାରଣା ସେତିକି ଯନ୍ତ୍ରଣାଦାୟକ। ସାଥୀଙ୍କଠାରୁ ଅଲଗା ହେବା ଅନେକଙ୍କ ପାଇଁ ସହଜ ହୋଇ ନ ଥାଏ। ବେଳେବେଳେ ଏହା ଘୃଣାରେ ପରିବର୍ତ୍ତିତ ହୋଇଯାଇଥାଏ। ବଲିଉଡ୍ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଏଭଳି ସମୟ ଦେଇ ଗତି କରିଛନ୍ତି। କେହି କେହି ନିଜ ସମ୍ପର୍କକୁ ନେଇ ଚୁପ୍ ରହିବାକୁ ଶ୍ରେୟ ଭାବିଥିବା ବେଳେ କେହି କେହି ଖୋଲାଖୋଲି ସେ ନେଇ ଚର୍ଚ୍ଚା କରିଛନ୍ତି। ସେଭଳି ଜଣେ ହେଲେ ଶିଳ୍ପା ସେଟ୍ଟୀ । ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଜୀବନସାଥୀ ପାଲଟିଥିବା ଶିଳ୍ପା ଏକଦା ଅଭିନେତା ଅକ୍ଷୟ କୁମାରଙ୍କୁ ହୃଦୟ ଦେଇ ଭଲପାଉଥିଲେ। ଏହା ଲୋକଦେଖାଣିଆ ନ ଥିଲା।
‘ମେ ଖିଲାଡ଼ି ତୁ ଅନାଡ଼ି’ ଫିଲ୍ମରେ କାମ କରିବା ସମୟରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ। ହେଲେ ଅକ୍ଷୟ ଟ୍ବିଙ୍କିଲ ଖାନ୍ନାଙ୍କ ପାଇଁ ତାଙ୍କୁ ପ୍ରତାରଣା କରିଥିଲେ। ହେଲେ ସମ୍ପର୍କ ଭାଙ୍ଗିବା ଶିଳ୍ପାଙ୍କୁ ବଡ଼ ଧକ୍କା ଦେଇଥିଲା।
ଏକ ସାକ୍ଷାତକାରରେ ଶିଳ୍ପା ଅକ୍ଷୟକୁ ସମାଲୋଚନା କରିଥିଲେ। ପ୍ରେମିକ ହିସାବରେ ସେ ଯୋଗ୍ୟର ନ ଥିବା, ଏପରିକି ଆବଶ୍ୟକ ସମୟରେ ତାଙ୍କର ବ୍ୟବହାର କରିଥିବା କହିଥିଲେ। ଆଉ କେହି ମିଳିଯିବା ପରେ ତାଙ୍କୁ ସେ ଛାଡ଼ି ଦେଇଥିବା ମଧ୍ୟ କହିଥିଲେ। ହେଲେ ଅତିତକୁ ଭୁଲିବା ଏତେ ସହଜ ହୋଇ ନ ଥାଏ। ଏବେ କିନ୍ତୁ ଆଗକୁ ସେ ବଢ଼ିଯାଇଛନ୍ତି। ଅକ୍ଷୟ ତାଙ୍କ ପାଇଁ କେବଳ ଅତୀତର ଏକ ଭୁଲି ଯାଇଥିବା ଅଧ୍ୟାୟ ହୋଇ ରହିବେ। ତାଙ୍କ ସହ ଆଉ କେବେ ବି ସେ କାମ କରିବେ ନାହିଁ ବୋଲି ଶିଳ୍ପା କହିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.