ଟେଲିଭିଜନ ଅଭିନେତ୍ରୀ ଅଭିକା ଗୋର ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି। ଦୀର୍ଘ ଦିନ ଧରି ସସୁରାଲ ସିମରରେ ତାଙ୍କ ସହ-ଅଭିନେତା ମନୀଷ ରାଇସିଂଘନଙ୍କ ତାଙ୍କ ନାଁ ଯୋଡା ଯାଇଥିଲା। ଏପରିକି ଉଭୟଙ୍କ ଏକ ସନ୍ତନ ଅଛି ବୋଲି ଖବର ପ୍ରକାଶ ପାଇଥିଲା। ଏବେ ଏନେଇ ମୁହଁ ଖୋଲିଛନ୍ତି ଅଭିକା। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମନୀଷଙ୍କ ସହ ତାଙ୍କର ଲିଙ୍କ ହେବାର ଖବର ତାଙ୍କ ଉପରେ ଏକ ବଡ ପ୍ରଭାବ ପକାଇଥିଲା। ଏହି କାରଣରୁ ଦୁହେଁ କିଛି ସମୟ ଦୂରତା ରଖିଥିଲେ ଏବଂ ଦୁଇ ସପ୍ତାହ କଥା ମଧ୍ୟ ହୋଇ ନ ଥିଲେ। ଉଭୟଙ୍କର ଏକ ସନ୍ତାନ ଅଛି ବୋଲି ଖବର ଆସିବା ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲି। ଏହା ଅସମ୍ଭବ, ହଁ ମନୀଷ ଏବଂ ମୁଁ ପରସ୍ପର ନିକଟତର। ମୋ ଜୀବନରେ ମନୀଷ ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ନେବେ। ସେ ୧୩ ବର୍ଷ ପର୍ଯ୍ୟନ୍ତ ମୋ ଅଭିନୟ ଯାତ୍ରାରେ ମୋ ସହ ଥିଲେ। ସେ ମୋର ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ। ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି। ସେ ମୋ ଠାରୁ ୧୮ ବର୍ଷ ବଡ। ଯଦି ଆମ ମଧ୍ୟରେ କିଛି ଅଛି, ତେବେ ମୁଁ କହୁଛି – ମଣିଷ ସେ ମୋ ବାପାଙ୍କଠାରୁ ଟିକିଏ ସାନ। ପ୍ରାରମ୍ଭରେ ମୁଁ ଏହି ଗୁଜବ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ ଏବଂ ଦୁଇ ସପ୍ତାହ ଧରି ମନୀଷଙ୍କ ସହ କଥାବାର୍ତ୍ତା ହୋଇନଥିଲେ କିନ୍ତୁ ଯେତେବେଳେ ଏହି ରିପୋର୍ଟ ସବୁଆଡେ ସାଧାରଣ ହୋଇଗଲା ସେତେବେଳେ ଆମେ ଦୁହେଁ ପରସ୍ପରଠାରୁ ଦୂରତା ରଖିବାର କୌଣସି କାରଣ ନାହିଁ ବୋଲି ଭାବିଥିଲୁ। ଏହା ପରେ ଆମେ ଆଉ ପଛକୁ ଚାହିଁ ନ ଥିଲୁ। ଏବେ ଆମେ ସେହି ଖବର କଥା ଭାବି ହସୁ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ମନୀଷ ଏକ ସାକ୍ଷାତକାରରେ କହିଥିଲେ ଯେ ଯେତେବେଳେ ସେ ତାଙ୍କ ସ୍ତ୍ରୀ ସଙ୍ଗୀତାଙ୍କୁ ପ୍ରଥମ ଥର ଭେଟିଥିଲେ ସେତେବେଳେ ସେ ମଧ୍ୟ ଅନୁଭବ କରିଥିଲେ ଯେ ସେ ଏବଂ ଅଭିକା ଏକ ଦମ୍ପତି। ତା’ପରେ ମୋତେ ତାଙ୍କୁ ବୁଝାଇବାକୁ ପଡିଥିଲା ଯେ, ଆମେ କେବଳ ଭଲ ବନ୍ଧୁ।
ପୁଅର ପ୍ରଥମ ଝଲକ୍ ଦେଖାଇଲେ କପିଲ୍ ଶର୍ମା
କମେଡି କିଙ୍ଗ୍ କପିଲ୍ ଶର୍ମା ଏବେ ଶୁଟିଂରୁ କିଛି ଦିନ ବିରତି ନେଇ ନିଜ ପରିବାର ସହ ସମୟ ବିତାଉଛନ୍ତି। ସେ ସୋସିଆଲ ମିଡିଆରେ ବହୁତ...
କାହିଁକି ନାମରେ ଅଛି ଦୁଇଥର ‘ଏନ୍’ ଆଉ ‘ଆର୍’; ଅଭିନେତା କହିଲେ…
ବମ୍ବେ: ନିଜର ନିଖୁଣ ଅଭିନୟ ଦ୍ୱାରା ବଲିଉଡ୍ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନ୍ନା। ସେ ସର୍ବଦା ନିଜର ସଫଳତାର ଶ୍ରେୟ...
ବାଥ୍ରୁମ ସେଲ୍ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ
ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ...
ପ୍ରଥମଥର ଏପରି କରିବାକୁ ଯାଉଛନ୍ତି ସଲମାନ ଖାନ୍
ବଲିଉଡ୍ର ଦବଙ୍ଗ ଷ୍ଟାର୍ ସଲମାନ ଖାନ ତାଙ୍କର ୩୨ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଏମିତି ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହା ସେ...
ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ
ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...
୧୫ ବର୍ଷ ବଡ଼ ଅଭିନେତାଙ୍କୁ ପ୍ରେମରେ ପଡିଥିଲେ ଡିମ୍ପଲ୍; ବିବାହ ପରେ ମାନି ନଥିଲେ ଏହି ସର୍ତ୍ତ
ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପାଡିଆ ଆଜି ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୮ ଜୁନ ୧୯୫୭ରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।...
ବିବାହ ବନ୍ଧନରେ ଅକ୍ଷୟ, ଡାକ୍ତରାଣୀଙ୍କ ଧରିଲେ ହାତ
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ଧାରାବାହିକ ପାଣ୍ଡ୍ୟା ଷ୍ଟୋର ଅଭିନେତା ଅକ୍ଷୟ ଖରୋଦିୟା। ପ୍ରେମିକା ତଥା ପେସାରେ ଡାକ୍ତର ଥିବା ଦିବ୍ୟା ପୁନେଥାଙ୍କ...
ସୁଶାନ୍ତଙ୍କ ପ୍ରଥମ ପୁଣ୍ୟତିଥିରେ ଘରେ ପୂଜା କଲେ ଅଙ୍କିତା
ମୁମ୍ବାଇ: ବଲିଉଡ୍ ଭେଟେରାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆଜି ପ୍ରଥମ ପୁଣ୍ୟତିଥି। ଜୁନ ୧୪ ୨୦୨୦ରେ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ।...


