ବମ୍ବେ: ନବେ ଦଶକରେ ବଲିଉଡ୍ର ସବୁଠାରୁ ସୁନ୍ଦର ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ ଥିଲା ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି। ‘ସାଜନ୍’, ‘ଖଳନାୟକ’ ଭଳି ଚଳଚ୍ଚିତ୍ରରେ କାମ କରିବା ପରେ ଉଭୟ ଉଭୟଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କେବଳ ଯେ ବଡ଼ ପରଦା ତାହା ନୁହେଁ ଅସଲ ଜୀବନରେ ମଧ୍ୟ ଉଭୟ ବେଶ ନିକଟତର ହୋଇଥିବା କୁହାଯାଉଥିଲା। ହେଲେ ଉଭୟଙ୍କୁ ପଚରାଯିବାରେ କେହି କିଛି ଉତ୍ତର ଦେଉ ନ ଥିଲେ। ଦୀର୍ଘ ଦିନ ଧରି ଏଭଳି ଚାଲିଥିଲା। ଏକ ସାକ୍ଷାତକାରରେ କିନ୍ତୁ ସଞ୍ଜୁ ବାବା ମନକଥା କହିଥିଲେ। ଉଭୟଙ୍କ ମଧ୍ୟରେ ସେଭଳି କିଛି ଚାଲିନାହିଁ, ଏହା କେବଳ ଏକ ଗୁଜବ ବୋଲି କହିଥିଲେ।
ଏକ ଘଟଣାକୁ ନେଇ ମାଧୁରୀ ଅଡ଼ୁଆରେ ପଡ଼ିଥିଲେ। ୧୯୯୩ରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ସଞ୍ଜୁବାବାଙ୍କ ନାମ ଆସିବା ପରେ ମାଧୁରୀ ସନ୍ଦେହ ଘେରକୁ ଆସିଥିଲେ। ଘଟଣା ଯୋଗୁ ଉଭୟଙ୍କ ସମ୍ପର୍କରେ ଧିରେଧିରେ ଫାଟ ସୃଷ୍ଟି ହୋଇଥିଲା। କାରଣ ସାର୍ବଜନିକ ଯାଞ୍ଚରେ ମାଧୁରୀଙ୍କ ନାମ ରହିଥିଲା। ଏଣୁ ‘ସାଜନ’ ଫିଲ୍ମ ଶୁଟିଂ ବେଳେ ସଞ୍ଜୟ ମାଧୁରୀଙ୍କୁ କ୍ଷମା ମାଗିଥିଲେ। ଏହାକୁ ଗ୍ରହଣ କରିଥିଲେ ମାଧୁରୀ। ଏହାପରେ ଉଭୟ ଅଭିଷେକ ବର୍ମନଙ୍କ ମଲ୍ଟିଷ୍ଟାର ଫିଲ୍ ‘କଲଙ୍କ’ରେ ନଜର ଆସିଥିଲେ। ୨୦୧୯ରେ ଫିଲ୍ମ ରିଲିଜ ହୋଇଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.