ମୁମ୍ବାଇ: ଆଜି ଅର୍ଥାତ୍ ଜୁନ୍ ୨୧ରେ ସାରା ବିଶ୍ୱରେ ୭ତମ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ନେତା, ଅଭିନେତାମାନେ ଯୋଗ କରିବା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରି ପ୍ରଶଂସକମାନଙ୍କୁ ଯୋଗ କରିବାକୁ ପରାମର୍ଶ ଦେଉଛନ୍ତି। ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଯୋଗର ଉପକାରିତା ବିଷୟରେ ଲୋକଙ୍କୁ କହୁଛନ୍ତି।
ଭିଡିଓ ଆରମ୍ଭରେ, ଶିଳ୍ପା ସମସ୍ତଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ସୁଖ, ଶାନ୍ତି ଏବଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି। ଏହା ପରେ ସେ ଭିଡିଓରେ କହିଛନ୍ତି ଯେ, ‘ଆଜି ଲୋକଙ୍କୁ ଶ୍ୱାସକ୍ରିୟା ବିଷୟରେ କହିବି କାରଣ ନିଃଶ୍ୱାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି କଠିନ ସମୟରେ, ଆମ ଶ୍ୱାସକୁ ନିୟନ୍ତ୍ରଣ କରିବା ଆବଶ୍ୟକ, ଯାହା ଆମ ଶ୍ୱାସକୁ ନିୟନ୍ତ୍ରଣ କରେ, ଏହାକୁ ପ୍ରାଣାୟାମ କୁହାଯାଏ । ତେଣୁ ଆଜି ଏହି ଯୋଗ ଦିବସ ଅବସରରେ ମୁଁ ଆପଣଙ୍କୁ କହିବାକୁ ଯାଉଛି ଯେ, ଭ୍ରାମାରି ପ୍ରାଣାୟାମ କିପରି ଅଭ୍ୟାସ କରିବେ। ଯାହା ଆମ ଶରୀର ଏବଂ ମନକୁ ଶାନ୍ତ କରିଥାଏ, ଚାପକୁ ଦୂର କରିଥାଏ ଏବଂ ଏକାଗ୍ରତା ବୃଦ୍ଧି କରିଥାଏ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.