ଗତ କିଛି ବର୍ଷ ମଧ୍ୟରେ ରଣବୀର ସିଂ ନିଜକୁ ଜଣେ ଲୋକପ୍ରିୟ ଅଭିନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ଯେ କୌଣସି ଭୂମିକା ହେଉ ତାହାକୁ ବେଶ୍ ସୁଚାରୂ ରୂପେ ତୁଲାଉଛନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି, ଯାହାକୁ ସେ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଅସଲ କଥା ହେଲା ଦକ୍ଷିଣ ଭାରତୀୟ ସିନେମାର ନାମୀ ନିର୍ଦ୍ଦେଶକ ଶଙ୍କରଙ୍କ ସହ କିଏ ବା କାମ ନ କରିବାକୁ ଚାହେଁ। ଯେତେବେଳେ ତାଙ୍କ ଫିଲ୍ମରେ ଆକ୍ଟିଂ କରିବାକୁ ରଣବୀରଙ୍କୁ ଯୋଗାଯୋଗ କରାଗଲା, ତାହାକୁ ସେ ସହଜରେ ବିଶ୍ୱାସ କରିପାରି ନ ଥିଲେ। ଏ ନେଇ ରଣବୀର କହନ୍ତି, ‘ଶଙ୍କରଙ୍କ ପରି ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ। ଯେତେବେଳେ ମୋତେ ଏହି ଅଫର ମିଳିଲା ସେତେବେଳେ ଏହାକୁ ମୁଁ ସହଜରେ ବିଶ୍ୱାସ କରିପାରି ନ ଥିଲି। କାରଣ ତାଙ୍କ ପରି ନିର୍ଦ୍ଦେଶକଙ୍କଠାରୁ ଅଭିନୟ ବିଷୟରେ ଅନେକ କିଛି ଶିଖିବାର ଅଛି। ତେଣୁ ଏପରି ସୁଯୋଗକୁ ମୁଁ କଦାପି ହାତଛଡା କରିବାକୁ ଚାହୁଁ ନ ଥିଲି। ଅଫରଟି ପାଇବା ପରେ ମୁଁ ଏତେ ଖୁସି ହୋଇଯାଇଥିଲି ଯେ ସାଙ୍ଗେ ସାଙ୍ଗେ ହଁ ଭରିଥିଲି।’ ଫିଲ୍ମଟିର ଟାଇଟଲ ରହିଛି ‘ଅପରିଚିତ’। ତାମିଲ ସିନେମା ‘ଆନ୍ନିୟାନ’ରୁ ଏହା ରିମେକ୍ ହେବ।
ହିରୋ ହେବାକୁ ଚାହିଁଥିଲେ ଅମ୍ରୀଶକ ପୁରୀ, ହେଲେ ମିଳିଲା ‘ସୁପର ଭିଲେନ’ ଟ୍ୟାଗ
ଅମ୍ରୀଶ ପୁରୀ, ଯିଏ ବଲିଉଡ୍ର ଜଣାଶୁଣା ଭିଲେନଙ୍କ ମଧ୍ୟରୁ ଅନ୍ୟତମ। ନିଜର ଡାଏଲଗ କହିବା ଶୈଳୀ, ଭୟାନକ ଗେଟଅପ ଏବଂ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ସହିତ ବର୍ଷ...
ଦୁଇଦୁଇ ଥର ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ଏହି ଅଭିନେତ୍ରୀ
ଫିଲ୍ମରେ ଅଭିନେତ୍ରୀମାନେ ଅନେକଥର ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ...
ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ନିଃସ୍ବାର୍ଥପର ଭାବରେ ଲୋକଙ୍କ ସେବା କରୁଛନ୍ତି। ତାଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଛି। ବଲିଉଡ୍ ଅଭିନେତ୍ରୀ...
ବାଥ୍ରୁମ ସେଲ୍ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ
ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ...
ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ
ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍ପ୍ରେସର...
‘ହମ୍ ଦିଲ୍ ଦେ ଚୁକେ ସନମ୍’କୁ ପୂରିଲା ୨୨ବର୍ଷ
ମୁମ୍ବାଇ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍ ଟ୍ରାଏଙ୍ଗଲ୍ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’କୁ...
ଏହି ଅଭିନେତ୍ରୀଙ୍କ ପାଇଁ ଅର୍ଜୁନ କପୁରଙ୍କୁ ବହୁତ ମାଡ଼ ଖାଇବାକୁ ପଡ଼ିଥିଲା, କାରଣ ଜାଣିଲେ…
ବଲିଉଡ୍ ଅଭିନେତ୍ରୀ ଅଭିନେତା ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...
ଶିଳ୍ପାଙ୍କ ବନ୍ଧୁ ଥିଲେ ଟ୍ବିଙ୍କଲ ଖାନ୍ନା, ଯାହାଙ୍କୁ ଲୁଚିଲୁଚି ପ୍ରେମ କରୁଥିଲେ ଅକ୍ଷୟ; ଜାଣିବା ପରେ ପାଗେଳି ପ୍ରାୟ ହୋଇଯାଇଥିଲେ…
ବମ୍ବେ: ବଲିଉଡ୍ର ଖିଲାଡି ବୟ ଅକ୍ଷୟ କୁମାରଙ୍କ ନାମ ଏକାଧିକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ତନ୍ବଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଜଣେ। ଚଳଚ୍ଚିତ୍ର ‘ବାଜିଗର’ରୁ...


