ବିନା ମାଟିରେ ସେଓ ଘରେ ଫଳିବ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସେଓ ପଳାଉଛନ୍ତି ବେଙ୍ଗାଲୁରୁର ବିବେକ ବିଳାସିନୀ। କମ୍ ଥଣ୍ଡାରେ ଫଳୁଥିବା ଏକପ୍ରକାର କିସମ ଆନ୍ନା ଆପଲ୍ ତାଙ୍କ ଘର ବାଲ୍କୋନିରେ ଫଳାଉଛନ୍ତି। ବିବେକଙ୍କ ବୟସ ୫୭। ପେସାରେ ଜଣେ ଆର୍ଟିଷ୍ଟ ଏବଂ ଫଟୋଗ୍ରାଫର। କେରଳର ମୁନ୍ନାରରେ ତାଙ୍କର ଏକ ଫାର୍ମ ରହିଥିଲେ ବି ଏହି ଜାତୀୟ ସେଓ ସେ ଘରେ ବର୍ଷେ ହେବ ଚାଷ କରୁଛନ୍ତି। ସେ ପ୍ରଥମେ କାଲିଫର୍ନିଆରୁ ଏହାର ଚାରା ଆଣିବା ଲାଗି ଚେଷ୍ଟା କରିଥିଲେ ବି ଆଇନଗତ କଟକଣା ଯୋଗୁ ସମ୍ଭବ ହୋଇପାରି ନ ଥିଲା। ପରେ ସେ ଏହାକୁ ଭାରତର କୋର୍ଗର ଏକ ନର୍ସରୀରୁ ସଂଗ୍ରହ କରିଥିଲେ ଓ ଚାଷ ଆରମ୍ଭ କରିଥିଲେ। ସେ ଏହି ଚାରାକୁ ଏୟାର ପଟ୍ରେ ଲଗାଉଛନ୍ତି। ଏହି ପଟ୍ରେ ଏକପ୍ରକାର ଶୁଖିଲା ଘାସ, ପର୍ଲାଇଟ ଏବଂ କିଛି ଖତ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ସେ ଆଉ ୪ ପ୍ରକାର ସେଓ ଏହି ପଦ୍ଧତିରେ ଚାଷ କରୁଛନ୍ତି, କିନ୍ତୁ ସେଗୁଡ଼ିକ ଏବେ ସୁଦ୍ଧା ଫଳିନାହିଁ। ବିବେକ ତାଙ୍କ ଫାର୍ମରେ ୬ ପ୍ରକାର ଅଭାକୋଡା ଓ ୪୦ ପ୍ରକାର କଣ୍ଟାଜାତୀୟ ଫଳ ସହ ମୋଟରେ ୩୦୦ ପ୍ରକାର ଫଳଚାଷ କରୁଛନ୍ତି।
ଏଇ ଭାରତରେ
ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...
ଏଇ ଭାରତରେ
ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍ ଅଧିକାରୀ ଶ୍ରୀକାନ୍ତ ଯାଦବ।...
ଇମ୍ରାନ୍ଙ୍କ ମନ୍ତବ୍ୟ
ସ୍ୱଳ୍ପ କପଡ଼ା ପିନ୍ଧୁଥିବା ଯୁବତୀ ଓ ମହିଳାଙ୍କ ଯୋଗୁ ଦେଶରେ ବଳାତ୍କାର ମାମଲା ବୃଦ୍ଧି ପାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି। ନିକଟରେ...
ପରିବେଶକୁ କାଳ ସିନ୍ଥେଟିକ୍ କପଡ଼ା
ମାନେକା ଗାନ୍ଧୀ ତୁମେ ଯାହା ଖାଉଛ ତାହା କେବଳ ପୃଥିବୀ ଓ ବସବାସ କରୁଥିବା ଜୀବଙ୍କ ଜୀବନ ଶେଷ କରି ଦେଉନି, ବରଂ ଯାହା ପିନ୍ଧୁଛ...
ସୁଧାର ଆଧାର ସଙ୍ଗୀତ ସୁଧାକର
ପ୍ରଫୁଲ୍ଲ କର ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର...
ଏଇ ଭାରତରେ
କୋଭିଡ୍ ମହାମାରୀ ପରିଚାଳନାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କିନ୍ତୁ ମହାରାଷ୍ଟ ସୋଲାପୁର ଜିଲାର ଅଟ୍ରୋଲି ଏବଂ ଘଟନେ ପଞ୍ଚାୟତର ଦୁଇ ଯୁବ ସରପଞ୍ଚଙ୍କ ମହାମାରୀ...
ଏଇ ଭାରତରେ
କୃଷି ଛାଡ଼ି ଚାକିରି କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ଏସ୍.ଶିବଗଣେଶ ଚାକିରି ଛାଡ଼ି ଚାଷରେ ଲାଗିଛନ୍ତି। ୨୦୦୬ରେ ସେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା...
ମିଛ ହେଲାଣି କାଳ
ଭାରତରେ କୋଭିଡ୍-୧୯ ଯୋଗୁ ଅଦ୍ୟାବଧି ୩ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ହେଲେ ବାସ୍ତବ ତଥ୍ୟ ଖୋଜି...


